Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ତିବାସିନ୍ଦା ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ସାଲିଆସାହି ବାସିନ୍ଦାଙ୍କ ଆନ୍ଦୋଳନ ବେଳେ ବୁଧବାର ଉତ୍ତେଜନା ଦେଖାଦେଇଛି। ବିଧାନସଭା ଅଭିମୁଖେ ଯିବା ବେଳେ ପୁଲିସ ସହ ବସ୍ତି ବାସିନ୍ଦାଙ୍କ ଧସ୍ତାଧସ୍ତି ହୋଇଛି। ବିଜୁ ପଟ୍ଟନାୟକ ଛକରେ ପୁଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି ହୋଇଥିବା ନେଇ ସୂଚନା ମିଳିଛି। ଜାଗା ମିଶନରେ ଜମି ପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦା ଏହି ଆନ୍ଦୋଳନ କରିଥିବା ଜଣାପଡିଛି।

Show More

Related Articles

Back to top button