Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଜ୍ଞାନବାପୀ ମାମଲାରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ 15ଦିନ ସମୟ ମାଗିଲା ଏଏସଆଇ

ବାରଣାସୀ- ଜ୍ଞାନବାପୀ ପରିସରର ସର୍ଭେ ରିପୋର୍ଟ ଶୁକ୍ରବାର ଜିଲ୍ଲା ଜଜ ଡକ୍ଟର ଅଜୟ କୃଷ୍ଣଙ୍କ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିନାହିଁ ଏଏସଆଇ । ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇନଥିବା କହି କୋର୍ଟଙ୍କ ଠାରୁ 15ଦିନ ସମୟ ମାଗିଛନ୍ତି ଏଏସଆଇର ଓକିଲ ।ଅତିରିକ୍ତ ସମୟ ମାଗିବା ନେଇ ପିଟିସନ ଦାଖଲ କରିଛନ୍ତି କେନ୍ଦ୍ର ସରକାରଙ୍କ ସ୍ପେଶାଲ ଗଭର୍ଣ୍ଣିଂ କାଉନସିଲ ଅମିତ ଶ୍ରୀବାସ୍ତବ ।

Show More

Related Articles

Back to top button