ବଲିଉଡମୁଖ୍ୟ ଖବର

ଆଜି ଆର୍ୟନଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି

ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି  । ୧୧ ଅକ୍ଟୋବରରେ କୋର୍ଟ ଶୁଣାଣିକୁ ସ୍ଥଗିତ ରଖା ଯାଇଥିଲା । ଆଜି ପୁଣି ହେବ ଶୁଣାଣି । ଆଜି ଏହାର ଉତ୍ତର ପ୍ରଥମେ ଏନସିବି ଜାମିନରେ ଦାଖଲ କରାଯିବ, ଯାହା ପରେ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା କୋର୍ଟ ସ୍ଥିର କରିବେ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close