Breaking PLUSଦେଶମୁଖ୍ୟ ଖବର

ଆଜି ବି ଇଡି ନିକଟରେ ହାଜର ହେବେନି ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ, 26 ଫେବୃଆରୀ – ଆମ୍ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଆଜି ବି ହାଜର ହେବେନି । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସପ୍ତମ ଥର ସମନ ପଠାଇ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ପଚରାଉଚରା ପାଇଁ ଡାକିଛି ।
ଆମ୍ ଆଦମୀ ପାର୍ଟି ଏହି ସମନ ଉପରେ ସୋମବାର ଜାରି ବୟାନରେ କହିଛି ଯେ, ମୁଖ୍ୟମନ୍ତ୍ରୀ କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଯିବେନାହିଁ । ଏହି ମାମଲା କୋର୍ଟରେ ପଡିରହିଛି । ଏହାର ଶୁଣାଣି ମାର୍ଚ୍ଚ 16ରେ ଅନୁଷ୍ଠିତ ହେବ । ଇଡି କୋର୍ଟ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ । ଆମେ ଇଣ୍ଡି ମେଣ୍ଟର ହାତ ଛାଡିବୁନାହିଁ । ଆମ ଉପରେ ମୋଦି ସରକାର ଏଭଳି ଭାବେ ଚାପ ନପକାନ୍ତୁ ।

Show More

Related Articles

Back to top button