Breaking PLUSଓଡ଼ିଶାମୁଖ୍ୟ ଖବର

ଦିନିକିଆ କଳାହାଣ୍ଡି ଗସ୍ତରେ ରାଜ୍ୟପାଳ

ଭୁବନେଶ୍ୱର, 26 ଫେବୃଆରୀ – ଦିନିକିଆ କଳାହାଣ୍ଡି ଗସ୍ତରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ। ପ୍ରଥମେ କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ଵରୀଙ୍କ ଦର୍ଶନ କରିଛନ୍ତି । ମାଆ ସମସ୍ତଙ୍କ କଲ୍ୟାଣ ଓ ନିଜ ଭକ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି କାମନା କରିଛନ୍ତି ରାଜ୍ୟପାଳ । ଓଡ଼ିଶାରେ ଦେବୀ ମାଣିକେଶ୍ୱରୀଙ୍କ ଅନେକ ମନ୍ଦିର ରହିଛି ।ଯେପରିକି ଭବାନୀପାଟଣା, ହିମଗିରି, ପାରଳାଖେମୁଣ୍ଡି, ଥୁଆମୂଳ ରାମପୁର ଓ ଜୁଗସାଇପାଟଣା । ଓଡିଶା ସମେତ ଛତିଶଗଡରେ ଏହି ମନ୍ଦିରର ବହୁତ ମହତ୍ତ୍ୱ ରହିଛି ।

Show More

Related Articles

Back to top button