Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦରେ ଝାଡାବାନ୍ତି ଘଟଣା, ପୁଣି ଜଣେ ମୃତ

ଭୁବନେଶ୍ୱର/ହୀରାକୁଦ, 24 ମାର୍ଚ୍ଚ – ହୀରାକୁଦରେ ଝାଡାବାନ୍ତି ଘଟଣା । ପୁଣି ଜଣେ ଝାଡାବାନ୍ତିରେ ମୃତ୍ୟୁବରଣ କରିଛନ୍ତି । ହୀରାକୁଦ ଭେଜରାପାଲିର ଯୁଧିଷ୍ଟିର ଧରୁଆ ଝାଡାବାନ୍ତିରେ ମୃତବରଣ କରିଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଝାଡାବାନ୍ତିରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଝାଡାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟ ସଂଖ୍ୟା ୨ରେ ପହଞ୍ଚିଛି । ଭୀମସାରରେ ୧୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୧୦ ଜଣ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ଦେଇଛନ୍ତି ଭୀମସାର କର୍ତ୍ତୃପକ୍ଷ।

Show More

Related Articles

Back to top button