Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଷୟ ପରିଜାଙ୍କୁ ଅଞ୍ଜନାଙ୍କ କୋର୍ଟ ନୋଟିସ୍

ଭୁବନେଶ୍ୱର, 29 ଡିସେମ୍ବର – ଅକ୍ଷୟ ପରିଜାଙ୍କୁ ଅଞ୍ଜନା ମିଶ୍ର ପଠାଇଲେ କୋର୍ଟ ନୋଟିସ।ବାରଙ୍ଗ ୧୯୯୯କୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି ଅଞ୍ଜନା ମିଶ୍ର। କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଗତ ୨୦ ତାରିଖରେ ରିଲିଜ୍ ହୋଇଥିଲା ବାରଙ୍ଗ ୧୯୯୯। ଯାହା ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଉପରେ ଆଧାରିତ। ପୂର୍ବରୁ ମଧ୍ୟ ଏ ନେଇ ମୁହଁ ଖୋଲିଥିଲେ ଅଞ୍ଜନା ମିଶ୍ର ।

Show More

Related Articles

Back to top button