Breaking PLUSଦେଶମୁଖ୍ୟ ଖବର

ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କ ସହ ଅମିତ ଶାହଙ୍କ ବୈଠକ

ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ । ଏହି ବୈଠକରେ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ଗୃହମନ୍ତ୍ରୀ ଏହା ସହ ଏଥିରେ ସବୁ ରାଜ୍ୟର ପୋଲିସ ଡିଜି ଉପସ୍ଥିତ ରହିବେ । ସୁରକ୍ଷା ଓ ସମନ୍ୱୟ ଦିଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏ ଚାଲିବ ।

Show More

Related Articles

Back to top button