Breaking PLUSଦେଶମୁଖ୍ୟ ଖବରରାଜନୀତି

ଆଜି ଆସାମରେ ଅମିତ ଶାହଙ୍କ ପ୍ରଚାର

ଗୌହ୍ୱାଟୀ- ନିର୍ବାଚନ ପୂର୍ବରୁ ଜୋରଦାର ଜମିଛି ପ୍ରଚାର । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଆସାମରେ ଦୁଇଟି ସ୍ଥାନରେ କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରଥମ କାର୍ଯ୍ୟକ୍ରମ ଉତ୍ତର ଲଖୀମପୁରର ଚୁକୁଲି ଭୋରିୟାରେ ଦ୍ୱିପ୍ରହର 1.30ରେ ଅନୁଷ୍ଠିତ ହେବ । ଏଠାରେ ଗୃହମନ୍ତ୍ରୀ ଏକ ସାର୍ବଜନୀନ ରାଲିକୁ ସମ୍ବୋଧିତ କରିବେ ।
ଏହାପରେ ଗୃହମନ୍ତ୍ରୀ ସନ୍ଧ୍ୟା 6ଟାରେ ଦୁବ୍ରିଗଡରେ ବିଜେପି ପ୍ରାର୍ଥୀ ତଥା ନିବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସମର୍ଥନରେ ଉପର ଆସାମର ତିନସୁକିୟାରେ ଏକ ରୋଡରେ ଭାଗ ନେବେ । ଏହି ରୋଡ ତିନସୁକିଆ ଚାଳିହା ନଗରରୁ ଆରମ୍ଭ ହେବ ।

Show More

Related Articles

Back to top button