ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ପୁରୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର

ପୁରୀ ଆକାଶରେ ଜଲୱା ଦେଖାଇଲେ ବାୟୁବୀର । ପୁରୀର ବ୍ଲୁ ଫ୍ଲାଗ ବିଚରେ ପୂର୍ବପ୍ରସ୍ତୁତି ଅନୁଯାୟୀ ଏୟାର ସୋ ହୋଇଛି । ଏକାସାଙ୍ଗରେ ଆକଶରେ ୯ଟି ହକ୍ ଲଢ଼ୁଆ ବିମାନ ଶୋ ଜାରି ରଖିଛି । ଏହାକୁ ଦେଖିବା ପାଇଁ ଅନେକ ସଂଖ୍ୟକ ଲୋକ ଜମା ହୋଇଛନ୍ତି ।

ଏରୋବେଟିକ ଟିମ ଆକାଶମାର୍ଗରେ ଏହି ଶୋ ଜାରି ରହିଛନ୍ତି । ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଶହ ଶହ ଲୋକ ଉପସ୍ଥିତ ରହିଛନ୍ତି ।

ଗତକାଲି କୁଆଖାଇ ନଦୀ ପଠାରେ ସୂର୍ଯ୍ୟକିରଣ ସୋ ହୋଇଥିଲା  । ତେବେ କାଲି ଯଦି ପାଗ ଠିକ ରୁହେ ,ତାହାଲେ ଆଉଥରେ ସୋ ହୋଇପାରେ ବୋଲି ସୂଚନା ମିଳିଛି ।

Show More

Related Articles

Back to top button