Breaking PLUSଦେଶମୁଖ୍ୟ ଖବର

ସନ୍ଦେଶଖାଲି ମହିଳାଙ୍କ ସହ ଆଲୋଚନା ପାଇଁ ପଶ୍ଚିମବଙ୍ଗରେ ପହଂଚିଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

କୋଲକାତା, 3 ମାର୍ଚ୍ଚ – ଛଅ ସଦସ୍ୟ ବିଶିଷ୍ଟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରବିବାର ସକାଳେ ପୁଣି ଥରେ ପଶ୍ଚିମବଙ୍ଗରେ ପହଂଚିଛି । କୋଲକାତା ଏୟାରପୋର୍ଟରେ ମିଡିଆ ସହ ଆଲୋଚନା କରି ଏହି ଟିମରେ ସାମିଲ ଥିବା ନରସୀମା ରେଡ୍ଡୀ କହିଛନ୍ତି ଯେ, ସନ୍ଦେଶଖାଲିର ପ୍ରପୀଡିତ ମହିଳାଙ୍କ ସହ ଆଲୋଚନା କରିବା ପାଇଁ ଆମେ କୋର୍ଟଙ୍କ ଅର୍ଡର ଆଣିଛୁ । ଆମେ ସେଠାକୁ ଯାଇ ସେମାନଙ୍କ ସହ ଆଲୋଚନା କରିବୁ, ଏବଂ ସତ୍ୟ ସାମ୍ନାକୁ ଆଣିବୁ । ସନ୍ଦେଶଖାଲି ପୀଡିତ ମହିଳାଙ୍କ ସହ ଆଲୋଚନା କରିବାର ଏବେ କୌଣସି ପ୍ରତିବନ୍ଧକ ନାହିଁ ।

Show More

Related Articles

Back to top button