Breaking PLUSଦେଶମୁଖ୍ୟ ଖବର

କୋଲକାତାରେ ବହୁତଳ ବିଶିଷ୍ଟ ବିଲ୍ଡିଂରେ ଲାଗିଲା ନିଆଁ

କୋଲକାତା- ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ବେଲେଘଟା ଅଂଚଳରେ ଏକ ତିନି ମହଲା ଘରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା କାରଣରୁ କେହି ମୃତାହତ ହୋଇନାହାନ୍ତି । ଏଥିରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ବାହାରକୁ ବାହର କରାଯାଇଛି । ଏହି ବିଲ୍ଡିଂରେ 6ଟି ପରିବାର ରହୁଛନ୍ତି । କୋଲକାତାର ଉତ୍ତର-ପୂର୍ବ ଅଂଚଳରେ ନିଆଁ ଲାଗିବା ପରେ ଘଟଣାସ୍ଥଳକୁ 10ଟି ଦମକଳ ଗାଡି ଘଟଣାସ୍ଥଳକୁ ପଠାଯାଇଛି । କିଛି ଘଂଟା ପରେ ନିଆଁକୁ ଆୟତ୍ତ କରାଯାଇଛି । ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Show More

Related Articles

Back to top button