Breaking PLUS

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ଡିଭାଇଡରରେ ପିଟି ହୋଇ ରାସ୍ତା ଆରପଟକୁ ଚାଲି ଯାଇଥିଲା ।

ସେତିକିବେଳେ ଆଗ୍ରାରୁ ଆସୁଥିବା ଇନୋଭା କାର ଉପରେ ଓଲଟି ପଡ଼ିଥିଲା ଟ୍ୟାଙ୍କର । କାରଟି ନୋଏଡା ଅଭିମୁଖେ ଆସୁଥିଲା । ଘଟଣାସ୍ଥଳରେ କାରରେ ଥିବା ୭ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇନୋଭା କାର ଉଡ଼ିଯାଇଥିଲା । ମୃତକମାନେ ହରିଆଣାର ବାସିନ୍ଦା ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଡିଜେଲ ବାହାରି ରାସ୍ତାରେ ବୋହି ଯାଇଥିଲା ।

Device Expert were very helpful, courteous and went out of their way to assist me. cialis pill The repairs were done very well and quickly.

Show More

Related Articles

Back to top button