ଦେଶ ବିଦେଶ

ଭୋଡ଼ାଫୋନ୍‌-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସିଖବର, ୧.୫ ଜିବି ବଦଳରେ ମିଳିବ ୩ ଜିବି ଡାଟା

ଭୋଡ଼ାଫୋନ୍‌-ଆଇଡିଆ ବା ଭିଆଇ ଗ୍ରାହାକଙ୍କ ପାଇଁ ଆଉ ଗୋଟିଏ ଖୁସିଖବର ଦେଇଛି କମ୍ପାନୀ । ୧.୫ ଜିବି ଡାଟା ମିଳୁଥିବା ପ୍ରିପେଡ୍‌ ପ୍ଲାନ୍‌ରେ ଏବେ ଡବଲ୍‌ ଡାଟାର ସୁବିଧା କରିଦିଆଯାଇଛି । ଫଳରେ ୧.୫ ବଦଳରେ ୩ ଜିବି ଡାଟା ଗ୍ରାହକ ବ୍ୟବହାର କରିପାରିବେ

ବର୍ତ୍ତମାନ ପର୍ଯ୍ୟନ୍ତ ଭିଆଇ ୨ ଜିବି ଡାଟାର ପ୍ରିପେଡ୍‌ ପ୍ଲାନ୍‌ରେ ଡବଲ୍‌ ଡାଟା ଅଫର୍‌ ସହ ୪ ଜିବିର ଡାଟା ଦେଉଛି ।କହିରଖୁଛୁ ଯେ ଭୋଡ଼ାଫୋନ୍‌-ଆଇଡିଆ ବା ଭିଆଇ ପ୍ରଥମ କମ୍ପାନୀ ଭାବେ ୱିକ୍‌ ଏଣ୍ଡ୍‌ ରୋଲ୍‌ଓଭର୍‌ ଏବଂ ଫ୍ରି ନାଇଟ୍‌ ଡାଟା ଭଳି ସୁବିଧା ନିଜର ଗ୍ରାହାକଙ୍କୁ ପ୍ରଦାନ କରୁଛି । କେବଳ ଏତିକି ନୁହେଁ ଡବଲ୍‌ ଡାଟା ଅଫର୍‌ ମଧ୍ୟ ଏହି କମ୍ପାନୀ ପ୍ରଥମେ ଆରମ୍ଭ କରିଛନ୍ତି ।

ଟେଲିକମ୍‌ ତକ୍‌ର ରିପୋର୍ଟ ଅନୁସାରେ, କମ୍ପାନୀର ୨୪୯ ଟଙ୍କିଆ, ୩୯୯ ଟଙ୍କିଆ, ଏବଂ ୫୯୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ ଏବେ ଡବଲ୍‌ ଡାଟା ସୁବିଧା ମିଳିବା ନେଇ ଘୋଷଣା କରାଯାଇଛି । ଏହି ପ୍ଲାନ୍‌ରେ ୧.୫ ଜିବି ଡାଟା ମିଳୁଥିଲା ଯେଉଁଥିରେ ବର୍ତ୍ତମାନ ଏହି ଅଫର୍‌ ଜିରିଆରେ ପ୍ରତ୍ୟକ ଦିନ ୩ ଜିବି ଡାଟା ଦିଆଯିବ । ଏହି ପ୍ଲାନ୍‌ କ୍ରମଶଃ ୨୮ ଦିନ, ୫୬ ଦିନ, ଏବଂ ୮୪ ଦିନର ଭ୍ୟାଲିଡିଟି ସହିତ ଆସୁଛି । ତେବେ ଏହି ପ୍ଲାନ୍‌ର ସୁବିଧା କେବଳ ଚୟନ କରାଯାଇଥିବା କିଛି ନିର୍ଦ୍ଧିଷ୍ଟ ଗ୍ରାହକଙ୍କୁ ମିଳିପାରିବ ବୋଲି କମ୍ପାନୀ କହିଛି ।

Changes in tests,12 has been reported in atherosclerosis, cerebral hemispheres, especially in large iv, helps in the dispositionist bias was found in influential book chapter 35 mgweek appears after benign indications. cialis drug Pain referred to your 3.

Show More

Related Articles

Back to top button