Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଜାରି ରହିଛି କରୋନା, ଗତ ୨୪ ଘଣ୍ଟା ମଧ୍ୟରେ ୯କୋଟି ୯୭ଲକ୍ଷ ୩୫ହଜାର ୨୮୭ରେ ପହଁଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ଲକ୍ଷ ୩୭ହଜାର ୯୧୪ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୯୭ଲକ୍ଷ ୩୫ହଜାର ୨୮୭କୁ ବୃଦ୍ଧି ପାଇଛି

ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ଲକ୍ଷ ୩୭ହଜାର ୯୧୪ ଓ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯କୋଟି ୯୭ଲକ୍ଷ ୩୫ହଜାର ୨୮୭କୁ ବୃଦ୍ଧି ପାଇଛି । ସେହିପରି କୋରୋନାରୁ ୭କୋଟି ୧୭ଲକ୍ଷ ୧୮ହଜାର ୫୮୮ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୧୭ଲକ୍ଷ ୧୮ହଜାର ୭୮୫ ଜଣ ସକ୍ରିୟ ମାମଲା ରହିଛି ।

ସୂଚନା ଯେ, ଆମେରିକାରେ ୨କୋଟି ୫୬ଲକ୍ଷ ୬୮ହଜାର ୩୫୬ଜଣ ସଂକ୍ରମିତ ଓ ୪ଲକ୍ଷ ୨୯ହଜାର ୩୩୯ ଜଣ ମୃତ ଥିବାବେଳେ
ଭାରତରେ ୧କୋଟି ୬ଲକ୍ଷ ୫୪ହଜାର ୫୩୩ସଂକ୍ରମିତ ଓ ୧ଲକ୍ଷ ୫୩ହଜାର ୩୩୯ମୃତ, ବ୍ରାଜିଲରେ ୮୮ ଲକ୍ଷ ୪୪ ହଜାର ୫୭୭ ସଂକ୍ରମିତ ଓ ୨ ଲକ୍ଷ ୧୭ ହଜାର ୩୭ମୃତ, ଋଷିଆରେ ୩୭ ଲକ୍ଷ ୧୯ ହଜାର ୪୦୦ ସଂକ୍ରମିତ ଓ ୬୯ ହଜାର ୪୬୨ ମୃତ, ୟୁକେରେ ୩୬ ଲକ୍ଷ ୪୭ ହଜାର ୪୬୩ ସଂକ୍ରମିତ ଓ ୯୭ ହଜାର ୯୩୯ ମୃତ, ଫ୍ରାନ୍ସରେ ୩୦ ଲକ୍ଷ ୫୩ ହଜାର ୬୧୭ ସଂକ୍ରମିତ ଓ ୭୩ ହଜାର ୪୯ ମୃତ, ସ୍ପେନରେ ୨୬ ଲକ୍ଷ ୩ ହଜାର ୪୭୨ ସଂକ୍ରମିତ ଓ ୫୫ ହଜାର ୪୪୧ ମୃତ, ଇଟାଲିରେ ୨୪ ଲକ୍ଷ ୬୬ ହଜାର ୮୧୩ ସଂକ୍ରମିତ ଓ ୮୫ ହଜାର ୪୬୧ ମୃତ, ତୁର୍କୀରେ ୨୪ ଲକ୍ଷ ୨୯ ହଜାର ୬୦୫ ସଂକ୍ରମିତ ଓ ୨୫ ହଜାର ୭୭୩ ମୃତ, ଜର୍ମାନୀରେ ୨୧ ଲକ୍ଷ ୪୭ ହଜାର ୭୪୦ ସଂକ୍ରମିତ ଓ ୫୨ ହଜାର ୭୭୭ ମୃତ, କଲମ୍ବିଆରେ ୨୦ ଲକ୍ଷ ୧୩ ହଜାର ୧୪ ସଂକ୍ରମିତ ଓ ୫୧ ହଜାର ୩୭୪ ମୃତ ରହିଛନ୍ତି ।

Show More

Related Articles

Back to top button