
ରସୁଣ-ଯେ କୌଣସି ବୟସରେ ଆପଣ ରସୁଣ ସେବନ କରିପାରିବେ । କାରଣ ରସୁଣରେ ରହିଛି ଆଣ୍ଟିଵ୍ୟାକଟ୍ରିଆଲ ଏବଂ ଆଣ୍ଟିବ୍ୟାରେଲ ଗୁଣ । ଏହା ବ୍ୟତୀତ ରସୁଣରେ ଏକ ଏଲିସିନ ନାମକ ତତ୍ତ୍ୱ ରହିଛି , ଯାହାକି ବ୍ରେଷ୍ଟ କାନ୍ସର ରୋକିବାରେ ସହାୟକ ହୋଇଥାଏ
ଡାର୍କ ଚକୋଲେଟ- ଏଥିରେ ପ୍ଳେବନାଇଡ ଥିବା ଯୋଗୁଁ ହାର୍ଟହାଚାକ,ମଧୁମେହ ଏବଂ ଉଚ୍ଚ ରକ୍ତ ଚାପ ଆଦି ରୋଗରୁ ବଞ୍ଚାଇ ଥାଏ ।
ଅଳସି ମଞ୍ଜିରେ-ଅଳସି ମଞ୍ଜିରେ ଓ଼ମେଗା -3 ଫ୍ୟାଟି ଏସିଡ ଏବଂ ଫାଇବର ଥାଏ,ଏହା ଖାଇବା ଦ୍ୱାରା ହାଡ ଶକ୍ତ ହେବାସହ ମସ୍ତିସ୍କ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।
ଅଦା – ଅଦା ଖାଇବା ଦ୍ୱାରା ପାଚନ ଏବଂ ଧମନୀ ସଂକ୍ରାନ୍ତୀୟ କେତେକ ସମସ୍ୟା ଗୁଡ଼ିକରୁ ମୁକ୍ତି ମିଳିଥାଏ ।
ପିଆଜ-ପିଆଜରେ କେତେକ ପାୱାରଫୁଲ ଆଣ୍ଟିଅକ୍ସିଡେଣ୍ଟସ ଥାଏ ଯାହା ଆପଣଙ୍କ ଶରୀରକୁ କ୍ୟାନ୍ସର ,ଟ୍ୟୁମର ଭଳି ଦୂରାରୋଗରୁ ବଞ୍ଚାଈ ଥାଏ ଏବଂ ପିଆଜର ଥିବା ପୋଟେସିୟମ ଆପଣଙ୍କ ବ୍ଲଡ଼ ପ୍ରେସରରେ ସନ୍ତୁଳନ ରଖିଥାଏ ।
ଅଣ୍ଡା – ମହିଳାଙ୍କୁ ପ୍ରତିଦିନ ଗୋଟେ ରୁ ଦୁଇଟା ଅଣ୍ଡା ଖାଇବା ଉଚିତ । କାରଣ ଏଥିରେ ଭିଟାମିନ ଡି ରହିଥାଏ |
ବ୍ରୋକଲି- ଏଥିରେ ଭିଟାମିନ ବି 6, ଭିଟାମିନ ଏ ଥାଏ । ବ୍ରୋକଲି ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ ।