Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ଦୂର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଖଲ ହେଲା ତିନି ନୂଆ ମାମଲା

କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗରେ ୩ଟି ମାମଲା ରୁଜୁ ହୋଇଛି । ତେବେ ହାଇକୋର୍ଟରେ ୩ଟି ମାମଲା ରୁଜୁ କରିଛି ବାଲୁବଜାର ପୂଜା କମିଟି ।

କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗରେ ୩ଟି ମାମଲା ରୁଜୁ ହୋଇଛି । ତେବେ ହାଇକୋର୍ଟରେ ୩ଟି ମାମଲା ରୁଜୁ କରିଛି ବାଲୁବଜାର ପୂଜା କମିଟି । ଅଇଦାଲତ ଅବମାନନା, ରିଭ୍ୟୁ ଓ ରିଟ୍ ପିଟିସନ ଦାଖଲ କରିଛି କମିଟି । ପୋଲିସ କମିଶନରଙ୍କ ନାଁରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ରାୟ ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ରିଟ୍ ପିଟିସନ ହୋଇଛି ।

Show More

Related Articles

Back to top button