Breaking PLUSଓଡ଼ିଶାମୁଖ୍ୟ ଖବର

ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଖୋଲିଲା ଆଉ 3ଟି ଗେଟ୍

ହୀରାକୁଦ ଜଳଭଣ୍ଡାର ର ଜଳସ୍ତର ବୃଦ୍ଧି  କାରଣରୁ ଆଜି ଆଉ ତିନିଟି ଗେଟ ଖୋଲା ଯାଇଛି । ବାମ ପଟର ଆଠ ଓ ଡାହାଣ ପଟର ଚାରିଟି ଗେଟ ଖୋଲା ଯାଇଥିବାର ସୂଚନା ମିଳିଛି

ହୀରାକୁଦ ଜଳଭଣ୍ଡାର ର ଜଳସ୍ତର ବୃଦ୍ଧି  କାରଣରୁ ଆଜି ଆଉ ତିନିଟି ଗେଟ ଖୋଲା ଯାଇଛି । ବାମ ପଟର ଆଠ ଓ ଡାହାଣ ପଟର ଚାରିଟି ଗେଟ ଖୋଲା ଯାଇଥିବାର ସୂଚନା ମିଳିଛି । ବର୍ତ୍ତମାନ 12 ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଆଜି ହୀରାକୁଦ ର ଜଳସ୍ତର 629.15 ଫୁଟ୍ ରହିଛି । ଉପର ମୁଣ୍ଡରୁ 1ଲକ୍ଷ 85 ହଜାର 286 କ୍ୟୁସେକ୍ ପାଣି ଜଳଭଣ୍ଡାର କୁ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡ ରୁ1 ଲକ୍ଷ  66 ହଜାର 228 କ୍ୟୁସେକ ପାଣି ନିଷ୍କାସନ କରାଯାଉଛି । ହୀରାକୁଦ ଜଳ ଭଣ୍ଡାର ର ଜଳ ଧାରଣ କ୍ଷମତା ହେଉଛି 630 ଫୁଟ ।

Show More

Related Articles

Back to top button