Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା କଟକଣା ମଧ୍ୟରେ ଖୋଲିବ ବିଦ୍ୟାଳୟ

ପଞ୍ଜାବରେ ବିଦ୍ୟାଳୟ ଯିବେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ସମସ୍ତ ଛାତ୍ରଛାତ୍ରୀ କରୋନା କଟକଣା ପାଳନ କରି ବିଦ୍ୟାଳୟ ଯିବେ ।

ପଞ୍ଜାବ : ପଞ୍ଜାବରେ ବିଦ୍ୟାଳୟ ଯିବେ ନବମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ସମସ୍ତ ଛାତ୍ରଛାତ୍ରୀ କରୋନା କଟକଣା ପାଳନ କରି ବିଦ୍ୟାଳୟ ଯିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏହି ସୂଚନା ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ୍ ବାହାରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଆସିବା ପାଇଁ ଅନୁମତି ଦିଆଯିବ। ଏହାସହ କେନ୍ଦ୍ର ସରକାର ଜାରି କରିଥିବା ଏସଓପି ଗାଇଡଲାଇନ ମାନି ଅଭିଭାବକଙ୍କ ଲିଖିତ ସମ୍ମତି ସହ ବିଦ୍ୟାଳୟକୁ ଆସିବାକୁ ନିର୍ଦେଶ ଦିଆଯାଇଛି ।

Show More

Related Articles

Back to top button