Breaking PLUSଓଡ଼ିଶାମୁଖ୍ୟ ଖବର
ସିଦ୍ଧଗିରି ଭଗବତ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ
ଟାଙ୍ଗୀ ସ୍ଥିତ ସିଦ୍ଧଗିରି ଭଗବତ ସଂଘ, ସିଦ୍ଧିଗିରି ଆଶ୍ରମ ପକ୍ଷରୁ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ଶୁଖିଲାଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ବଡ଼ଚଣା ବ୍ଲକ ସୁଂଗୁ଼ଡ଼ା ପଞ୍ଚୟତ ଖଣତାପଶି, ନିଶିମଳା, ଧର୍ମଶାଳା ବ୍ଲକ୍ କଂଟିଗଡ଼ିଆ ପଞ୍ଚାୟତର ବନ୍ଯା ବିପନ୍ନଙ୍କୁ ସଂଘ ପକ୍ଷରୁ ଶୁଖିଲା ଖାଦ୍ଯ ପ୍ରଦାନ କରାଯାଇଛି।

ଯାଜପୁର : ଟାଙ୍ଗୀ ସ୍ଥିତ ସିଦ୍ଧଗିରି ଭଗବତ ସଂଘ, ସିଦ୍ଧିଗିରି ଆଶ୍ରମ ପକ୍ଷରୁ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ଶୁଖିଲାଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ବଡ଼ଚଣା ବ୍ଲକ ସୁଂଗୁ଼ଡ଼ା ପଞ୍ଚୟତ ଖଣତାପଶି, ନିଶିମଳା, ଧର୍ମଶାଳା ବ୍ଲକ୍ କଂଟିଗଡ଼ିଆ ପଞ୍ଚାୟତର ବନ୍ଯା ବିପନ୍ନଙ୍କୁ ସଂଘ ପକ୍ଷରୁ ଶୁଖିଲା ଖାଦ୍ଯ ପ୍ରଦାନ କରାଯାଇଛି। ସିଦ୍ଧଗିରି ପୀଠର ଆଚାର୍ଯ୍ଯ ତଥା ସଂଘର ଉପସଭାପତି ବାବାଜୀ ବିଶ୍ୱନାଥ ଦାସ, ସମ୍ପାଦକ ଦିଲ୍ଲୀପ ରାଉତ, ବଡ଼ଚଣା ବ୍ଲକ ଅଧ୍ଯକ ଭାଗ୍ଯଧର ମଲ୍ଲିକ, ସମାଜସେବୀ ଦିଲ୍ଲୀପ ପ୍ରହରାଜ, ପ୍ରିୟବ୍ରତ ଖିଲାର, ବିଜୟ ଆଚାର୍ଯ୍ଯ ପ୍ରମୁଖ ଯୋଗ ଦେଇଥିଲେ।