Breaking PLUSଓଡ଼ିଶାମୁଖ୍ୟ ଖବର

ତାରାପ୍ରସାଦ ବାହିନୀପତିଙ୍କ ବାଲେଶ୍ୱର ଗସ୍ତ

ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ବାଲେଶ୍ୱର ଗସ୍ତ କରିଛନ୍ତି ।

ବାଲେଶ୍ୱର : ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଏବଂ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ବାଲେଶ୍ୱର ଗସ୍ତ କରିଛନ୍ତି । ଏହି ଗସ୍ତରେ ବିଭିନ୍ନ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପ୍ରଭାବିତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସରକାର ଲୋକଙ୍କ ପାଖରେ ଠିକ ଭାବେ ରିଲିଫ ସାମଗ୍ରୀ ପହଂଚାଇଛନ୍ତି ନା ନାହିଁ ତାହା ମଧ୍ୟ ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

Show More

Related Articles

Back to top button