Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ଧ୍ର – ଓଡ଼ିଶା ସୀମାରେ ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୮ ଗୁରୁତର

ନବରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ବସ୍ ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟିପର ସହ ବସର ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ବସ୍ ହେଲପର୍ । ତାଙ୍କର ପରିଚୟ ଜଣା ପଡିନି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ କୋରଲାମ ହାଇଓ୍ୱେର ଏହି ଦୁର୍ଘଟଣା ଘଟିଛି । ତ୍ରିପାଠୀ ନାମକ ବସଟି ନବରଙ୍ଗପୁରରୁ ଯାତ୍ରୀଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏଥିରେ କିଛି ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ତେବେ ବସରେ କେତେ ଯାତ୍ରୀ ଥିଲେ ସଠିକ ଭାବରେ ସୂଚନା ମିଳି ପାରିନାହିଁ ।

Show More

Related Articles

Back to top button