Breaking PLUSଓଡ଼ିଶାମୁଖ୍ୟ ଖବର

8ଘଣ୍ଟିଆ କୋମନା ବନ୍ଦ ପାଳନ

ଭୁବନେଶ୍ୱର/ନୂଆପଡା, 11 ମାର୍ଚ୍ଚ – ଏନଏସି ମାନ୍ୟତା ଦାବିରେ ଆଠ ଘଣ୍ଟିଆ କୋମନା ବନ୍ଦ ପାଳନ କରାଯାଇଛି । ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି କୋମନା ଏନଏସି କାର୍ଯ୍ୟାନୁଷ୍ଠାନ କମିଟି । ବନ୍ଦ ଡାକରା ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସହ ଚକ ଅଖ ,ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦକୁ କୋମନାର ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।

Show More

Related Articles

Back to top button