Breaking PLUSଦେଶମୁଖ୍ୟ ଖବର

ନେପାଳର ଜାଜରକୋଟରେ ଶୀତ ଯୋଗୁ ସପ୍ତାହରେ 7 ଭୂକମ୍ପ ପୀଡିତଙ୍କ ମୃତ୍ୟୁ

କାଠମାଣ୍ଡୁ-ନେପାଳର ଭୂକମ୍ପ ପ୍ରଭାବିତ ଅଞ୍ଚଳ ଜାଜରକୋଟ ଜିଲ୍ଲାରେ ଶୀତର କହର । ଫଳରେ ଭୂକମ୍ପ ପ୍ରପୀଡିତଙ୍କ ଜୀବନଯାପନ ଏବେ ସମସ୍ୟା ଭିତରକୁ ଠେଲି ହୋଇଯାଇଛି । ଏଠାରେ ଶୀତ ଯୋଗୁ ସପ୍ତାହକ ମଧ୍ୟରେ 7ଜଣଙ୍କ ମୃତ୍ୟୁ ହୋଇଛି ।
ଶୀତ ଯୋଗୁ ବାରାକୋଟରେ 70ବର୍ଷୀୟ ଡୁମେ ପୁନ, ଛେଡାଗାଡର 56ବର୍ଷୀୟ ମନସରୀ କାମୀ, ଜୁନିଚାନ୍ଦର 89 ବର୍ଷୀ ସୁଗିଲଙ୍କର ମୃତ୍ୟୁ ହୋଇଛି । କେବଳ ବୁଧବାର ଓ ଗୁରୁବାର ଶୀତ ଯୋଗୁ 4ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button