Breaking PLUSଓଡ଼ିଶାମୁଖ୍ୟ ଖବର

ଛଟ୍ ପୂଜାର ଶୁଭେଚ୍ଛା ଜଣାଇଲେ ରଘୁବର ଦାସ

ଭୁବନେଶ୍ୱର, 19 ନଭେମ୍ବର -ଛଟ୍ ପୂଜାର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆରେ ଓ ଐହି ସୂର୍ଯ୍ୟ ସହସ୍ତ୍ରାଂଶୋଂ ତେଜୋ ରାଶି ଜଗତ୍ପତେ, ଅନୁକମ୍ପୟେମାଂ ଭକ୍ତ୍ୟା, ଗୃହାଣାର୍ଘୟ ଦିବାକରଃ ।
ସ୍ୱଚ୍ଛତା, ଶୁଦ୍ଧତା ଓ କଠିନ ତପର ପର୍ବ ଛଟ୍ ପୂଜାର ପ୍ରଥମ ଅର୍ଘ୍ୟର ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଛଟ୍ ମାଇ ଓ ଭଗବାନ ସୂର୍ଯ୍ୟ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ପ୍ରଦାନ କରୁ ବୋଲି କାମନା କରୁଛି ।

Show More

Related Articles

Back to top button