ଓଡ଼ିଶାମୁଖ୍ୟ ଖବର

ହୀରାକୁଦ ଡ୍ୟାମରେ ବନ୍ଦ୍ ହେଲା ୫ଟି ଗେଟ୍,ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ

ହୀରାକୁଦ ଡ୍ୟାମରେ ବନ୍ଦ୍ ହେଲା ୫ଟି ଗେଟ୍ । ୬ଟି ଗେଟ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ଜାରି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି ।

ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୨୯ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୮ ହଜାର ୩୭୭ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୨୧ ହଜାର ୯୦୬ କ୍ୟୁସେକ ଜଳ ।

Show More

Related Articles

Back to top button