Breaking PLUSଓଡ଼ିଶାମୁଖ୍ୟ ଖବର

ତାତିରୁ ମିଳିବ ଆଶ୍ୱସ୍ତି, 24ଘଂଟାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ ତାତିରୁ ମିଳିବ ତ୍ରାହି। ଆଶ୍ୱସ୍ତି ଆଣିବ କାଳବୈଶାଖୀ। ରାଜ୍ୟରେ ୨୪ ଘଣ୍ଟାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ କମାଇବ ତାପମାତ୍ରା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି ବୋଲି ଶନିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button