Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଂଲାଦେଶରେ ପାହାଡରୁ ବନ୍ଧୁକ କାରଖାନା ଠାବ, 4 ଗିରଫ

ଢାକା, 17 ଡିସେମ୍ବର – ଜାନୁୟାରୀ 7 ତାରିଖରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ହିଂସା ଆଶଙ୍କା କରି ଏହା ପୂର୍ବରୁ ରାପିଡ ଆକ୍ସନ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅବୈଧ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଫୋର୍ସକୁ ବିପୁଳ ସଫଳତା ମିଳିଛି । କାକ୍ସ ବଜାରର ରାମୁ ଉପଜିଲ୍ଲା ଅନ୍ତର୍ଗତ ଇଦଗଡର ତୁଲାଟାଲି ଅଞ୍ଚଳରେ ଥିବା ଏକ ପାହାଡ ଉପରେ ବେଆଇନ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଥିବା କାରଖାନା ଠାବ ହୋଇଛି । ଏଠାରେ 4ଜଣଙ୍କୁ ଗିରଫ କରାଯାଇଛି । ଏବଂ ଅସ୍ତ୍ରଶସ୍ତ୍ର ତିଆରି ସାମଗ୍ରୀ ଜବତ କରାଯାଇଛି ।

Show More

Related Articles

Back to top button