Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଇପିଏଲ 2024 ନିଲାମୀରେ ସାମିଲ ହେବେ 333 କ୍ରିକେଟର

214 ଭାରତୀୟ ଓ 119 ବିଦେଶୀ ଖେଳାଳି ସାମିଲ

ନୂଆଦିଲ୍ଲୀ, 12 ଡିସେମ୍ବର – ଇଣ୍ଡିଆନ ପ୍ରିମିୟର ଲିଗ 2024 ପ୍ଲେୟାର ଅକ୍ସନ ପାଇଁ ଖେଳାଳିଙ୍କ ନିଲାମୀ ତାଲିକା ଜାରି କରାଯାଇଛି । 2023, ଡିସେମ୍ବର 19ରେ ଦୁବାଇରେ ହେବାକୁ ଥିବା ଏହି ନିଲାମୀରେ 333 କ୍ରିକେଟରଙ୍କୁ ସାମିଲ କରାଯାଇଛି ।
333 ଖେଳାଳିଙ୍କ ମଧ୍ୟରେ 214 ଭରତୀୟ ଓ 119 ବିଦେଶୀ ଖେଳାଳି ଅଛନ୍ତି । ଯେଉଁଥିରେ 2ଜଣ ଖେଳାଳି ଆସୋସିଏଟ ଦେଶରୁ ଅଛନ୍ତି ।

Show More

Related Articles

Back to top button