Breaking PLUSଓଡ଼ିଶାମୁଖ୍ୟ ଖବର

ସରିଲା ଚଢାଉ, ଭୁବନେଶ୍ୱର ଫେରିଲେ ଅଧିକାରୀ

ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା ବୋଲି କହିଥିଲେ । ବଲାଙ୍ଗୀରରୁ ଜବତ ୨୮୫ କୋଟି ଟଙ୍କା ବଲାଙ୍ଗୀର ଏସ୍‌ବିଆଇ ମୁଖ୍ୟ ଶାଖାରେ ଡିପୋଜିଟ ହୋଇଥିବା ସେ ସୂଚନା ଦେଇଥିଲେ। ତେବେ ଅଧିକାରୀ ଜଣକ ଭୁବନେଶ୍ବର ଫେରିଯାଉଛୁ ବୋଲି କହିଥିଲେ। ଏହାକୁ ନେଇ ଅଧିକ ତଥ୍ୟ ଦେଇ ପାରିବେ ନାହିଁ ବୋଲି କହିଥିଲେ।

Show More

Related Articles

Back to top button