Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏନକାଉଣ୍ଟରରେ ୩ ମାଓବାଦୀ ମୃତ

ମାଲକାନଗିରି : ଏନକାଉଣ୍ଟରରେ ୩ ମାଓବାଦୀ ମୃତ। ଛତିଶଗଡ ବିଜାପୁର ବେଲମୁଟା ଜଙ୍ଗଲରେ ଡିଆରଜି ଓ ସିଆରପିଏଫ ମିଳିତ ଅପରେସନ ବେଳେ ଶନିବାର ଏହି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ସହ ପୁଲିସ ବନ୍ଧୁକ ଜବତ କରିଛି।

Show More

Related Articles

Back to top button