ଖେଳଦେଶସ୍ୱତନ୍ତ୍ର

ଲିଜେଣ୍ଡ୍ସ ଲିଗ କ୍ରିକେଟ ପାଇଁ ଭୂବନେଶ୍ୱରରେ ପହଁଚିଲେ ୨ଟି ଟିମ

ଆସନ୍ତା କାଲିଠୁ ୨୯ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟର । କାଲିଠୁ ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ ଆଜି ମଣିପାଲ ଟାଇଗରସ ଓ ଭିଲଓ୍ବାରା କିଙ୍ଗସର ୨ଟି ଟିମ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଏହି ୨ଟି ଟିମ୍  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଏୟାରପୋର୍ଟରୁ କଡା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।

ସେହିପରି କାଲିପାଇଁ ଶୃଙ୍କଳା ବ୍ୟବସ୍ଥାକୁ ନେଇ ପୋଲିସ ବେଶ୍ ସତର୍କ ରହିଛି  । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି  ।

Show More

Related Articles

Back to top button