Breaking PLUSଓଡ଼ିଶାମୁଖ୍ୟ ଖବର

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ଚାଲିଗଲା ଦୁଇ ଜୀବନ

ବ୍ରହ୍ମଗିରି ଥାନା ଡ଼ିମିରିଶେଣା ହରିଜନ ସାହିରେ ଅଭାବନୀୟ ଘଟଣା ଘଟିଛି ପିଇବା ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ତେଣ୍ଟା ମାଡ଼ରେ ୨ଜଣ ଜୀବନ ଯାଇଛି ବୋଲି ସୂଚନା ମିଳିଛି

ବ୍ରହ୍ମଗିରି ଥାନା ଡ଼ିମିରିଶେଣା ହରିଜନ ସାହିରେ ଅଭାବନୀୟ ଘଟଣା ଘଟିଛି ପିଇବା ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ତେଣ୍ଟା ମାଡ଼ରେ ୨ଜଣ ଜୀବନ ଯାଇଛି ବୋଲି ସୂଚନା ମିଳିଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇ ରେବଣା ନୂଆଗାଁ’ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ବ୍ରହ୍ମଗିରି ଥାନା ଡ଼ିମିରିଶେଣା ହରିଜନ ସାହିରେ ଘଟିଛି । ପାଣି ପାଇପ ପକାଇବାକୁ କେନ୍ଦ୍ରକରି ୨ପରିବାର ମଧ୍ୟରେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟିଛି ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button