Breaking PLUSଦେଶମୁଖ୍ୟ ଖବର

ଦେଶରେ ଜେଏନ.1ର 145 ନୂଆ ମାମଲା, 5 ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, 29 ଡିସେମ୍ବର -225 ଦିନ ପରେ ଦେଶରେ ଗୁରୁବାର ଗୋଟିଏ ଦିନ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ 24ଘଣ୍ଟାରେ 797 ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ 5ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ସୂଚନା ମୁତାବକ ଦେଶରେ ଏବେ 4091 ସକ୍ରିୟ ମାମଲା ରହିଛି । ଏହାସହିତ କରୋନାର ନୂଆ ଭାରିଆଣ୍ଟ ଜେଏନ.1ର 145 ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଭାରିଆଣ୍ଟରେ ସବୁଠୁ ଅଧିକ ମାମଲା କେରଳ ଓ କର୍ଣ୍ଣାଟକୀରୁ ଚିହ୍ନଟ ହୋଇଛି ।

Show More

Related Articles

Back to top button