Breaking PLUSଓଡ଼ିଶାମୁଖ୍ୟ ଖବର

ତେଲନଦୀରେ ଫସିଛନ୍ତି 12ଟିକିଆ ହାତୀପଲ

ତେଲନଦୀରେ ଫସିଲେ 12 ଟିକିଆ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି 12ଟିକିଆ ହାତୀପଲ। ମଝିନଦୀରେ ହାତୀପଲ ଫସିରହିଥିବା ସୂଚନା ମିଳିଛି । ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ହାତୀ ନଦୀ ପାର ହେଉଥିବା ବେଳେ ଲୋକଙ୍କ ଗହଳି ଓ ନଦୀରେ ପାଣି ଯୋଗୁଁ ଆଗକୁ ଯାଇପାରୁନାହାନ୍ତି । ଘଟଣା ସ୍ଥଳରେ କଣ୍ଟାମାଳ ବନ ବିଭାଗ ଟିମ ପହଞ୍ଚି ହାତୀକୁ ସୁରକ୍ଷିତ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି ।

Show More

Related Articles

Back to top button