Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଦେଶରେ ଦିଆଗଲା ୧୦ କୋଟି ବୁଷ୍ଟର ଡୋଜ୍

ଭୁବନେଶ୍ୱର: ଦେଶରେ ଦିଆଯାଇଛି ୧୦ କୋଟି ବୁଷ୍ଟର ଡୋଜ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀ ମାଣ୍ଡଭିୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ଆହୁରି ୧୦ କୋଟି ଲୋକଙ୍କୁ ଅତିରିକ୍ତ ସୁରକ୍ଷା ତଥା ବୁଷ୍ଟର ଡୋଜ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି ।’ଆଜାଦୀ କା ଅମୃତ ମହୋତ୍ସବ’ ଜରିଆରେ ଦେଶର ସମସ୍ତ ବୟସ୍କ ନାଗରିକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button