ଓଡ଼ିଶାରାଜନୀତି

ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ହଜାର ଝିଅଙ୍କୁ ସାମିଲ କରିବ ବିଜେପି

BJP
BJP

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ହଜାର ଝିଅଙ୍କୁ ସାମିଲ୍ କରିବାକୁ ଅଭିଯାନ ଆରମ୍ଭ କଲା ବିଜେପି । ସେପ୍ଟେମ୍ବର ୨୫ରୁ ଅକ୍ଟୋବର୨୦ ଯାଏଁ ଚାଲିବ କାର୍ଯ୍ୟକ୍ରମ। ଭୁବନେଶ୍ଵରର ୟୁନିଟ-4 ସ୍ଥିତ ମଙ୍ଗଳା ବସ୍ତିରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Show More

Related Articles

Back to top button