
ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ଆଜି ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖି କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ, ଶାନ୍ତିର ସୂର୍ଯ୍ୟ ଉଦୟ ହେବ । ସାରା ଦେଶ ମଣିପୁର ସହ ରହିଛି । ଆଗକୁ ମଣିପୁର ପୁଣି ଦ୍ରୁତଗତିରେ ବିକାଶ ମୁହାଁ ହେବ । ଗତକାଲି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ବି ପ୍ରତିକ୍ରିୟା ରଖିଛନ୍ତି ମୋଦି । ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।peace will be soo at manipur