ଓଡ଼ିଶାରାଜନୀତି

ପଦ୍ମପୁର ଉପନିର୍ବାଚନ ଫଳାଫଳ:ଦ୍ୱିତୀୟ ରାଉଣ୍ଡରେ ଆଗୁଆ ବିଜେଡି

ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ । କିଏ ମାରିବ ବାଜିମାତ୍ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା । ତେବେ ଦ୍ୱିତୀୟ ରାଉଣ୍ଡରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ।

୨ୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦୫୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬୯୭୯ ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି କଂଗ୍ରସ ପ୍ରାର୍ଥୀ ୩୬୬ ଖଣ୍ଡ ଭୋଟ ପାଇଛନ୍ତି ।

୧ମ ରାଉଣ୍ଡ :

ବିଜେଡି-୫୫୦୧

କଂଗ୍ରେସ-୨୦୬

ବିଜେପି-୩୭୮୯

ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୧୭୧୨ ଖଣ୍ଡ ଭୋଟରେ ଆଗୁଆ

୨ୟ ରାଉଣ୍ଡ :

ବିଜେଡି- ୫୦୯୭

କଂଗ୍ରେସ-୧୬୦

ବିଜେପି-୩୧୯୦

୨ୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୩୬୧୯ ଖଣ୍ଡ ଭୋଟରେ ଆଗୁଆ

 

Show More

Related Articles

Back to top button