ଓଡ଼ିଶାପାଣିପାଗ

ଘନ କୁହୁଡିର ଚାଦରରେ ସମ୍ବଲପୁର

ଗାଡିମଟର ଚଳାଚଳରେ ବାଧାପ୍ରାପ୍ତ

ସମ୍ବଲପୁରରେ ଆକାଶ ନିର୍ମଳ ଥିବାବେଳେ ଅଚାନକ ଆଜି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ସ୍ଥିତି ଏମିତି ଯେ ବର୍ତ୍ତମାନ ମଧ୍ୟ କୁୁହୁଡି ଲାଗି ରହିିଛି । ଚଂଳଚଂଚଳ ହୋଇଉଠୁଥିବା ସମ୍ବଲପୁର ଯେମିତି ଘନ କୁହୁଡିର ଛାୟାରେ ଢାଙ୍କି ହୋଇଯାଇଛି ।

ମୁହଁକୁ ମୁହଁ ଦୃଶ୍ୟମାନ ହେଉନଥିବାବେଳେ ଗାଡିମଟର ଚଳାଚଳରେ ବାଧାସୃଷ୍ଟି ହୋଇଛି । ଫଳରେ ଲାଇଟ ଜାଳି ସହରବାସୀ ଯିବା ଆସୁଥିବାର ଦେଖିବାକୁ ମିଳିଥିଲା । କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ମହାନଦୀ ଦୃଶ୍ୟମାନ ହେଉନାହିଁ ।

Show More

Related Articles

Back to top button