
ପରଦାକୁ ଫେରୁଛି ସ୍ତ୍ରୀ-୨ । ଏଥର ପୁଣି ଥରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଯୋଡି ଦେଖିବେ ଦର୍ଶକ । ଏକ ନୂଆ ଟ୍ଵିଷ୍ଟ ସହିତ ଦର୍ଶକଙ୍କୁ ସରପ୍ରାଇଜ୍ ଦେବ ଏହି ଫିଲ୍ମ । ତେବେ ବର୍ତ୍ତମାନ ଫିଲ୍ମକୁ ନେଇ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି।କୁହାଯାଉଛି ଏଥିରେ ଆଉ ଏକ ନୂଆ ଅଭିନେତାଙ୍କୁ ଦେଖିବାକୁ ମିଳିବ ।
ମଳିଥିବା ସୂଚନା ଅନୁୟାରେ, ଭେଡିଆ’ ଫିଲ୍ମ ପରେ ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମର କୌଶିକ ସ୍ତ୍ରୀ ପାର୍ଟ-୨ ପାଇଁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପାର୍ଟ-୨
ବର୍ତ୍ତମାନ ଚଳଚ୍ଚିତ୍ରର ସୂତ୍ର ଅନୁଯାୟୀ, ବରୁଣ ଧାୱନଙ୍କ କ୍ୟାମିଓ ରୋଲ୍ ସ୍ତ୍ରୀ-୨ରେ ନଜର ଆସିବେ। ଆଲୋଚନା ହୋଇଛି ଯେ ଖୁବ୍ ଶୀଘ୍ର ବରୁଣ ସ୍ତ୍ରୀ-୨ ପାଇଁ ସୁଟିଂ କରିବାକୁ ଯାଉଛନ୍ତି।