Breaking PLUSଦେଶମୁଖ୍ୟ ଖବରରାଜନୀତି

ଦିନ ଗୋଟାଏ ସୁଦ୍ଧା 40% ଉପରେ ଭୋଟ ହାର

ନୂଆଦିଲ୍ଲୀ : ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଚାଲିଛି । ତେବେ ଦିନ ୧ଟା ସୁଦ୍ଧା ଆସାମ – ୪୫.୧୨%,ମିଜୋରାମ ୨୬%, ଅରୁଣାଞ୍ଚଳ ପ୍ରଦେଶ ୩୬.୬୫, ମଣିପୁର ୪୬.୯୨%, ମେଘାଳୟ ୪୮.୯୧%, ଆଣ୍ଡାମାନ ୩୫.୭୦%, ବିହାର ୩୨.୪୧%, ଛତିଶିଗଡ ୪୨.୫୭%, ଜମ୍ମୁ-କାଶ୍ମୀର ୪୩.୧୧%, ଲାକ୍ଷାଦ୍ୱୀପ ୨୯.୯୨%, ମଧ୍ୟପ୍ରଦେଶ ୪୪.୪୩%, ମହାରାଷ୍ଟ୍ର ୩୨.୩୬%, ନାଗାଲାଣ୍ଡ ୩୯.୩୩%, ରାଜସ୍ଥାନ ୩୩.୭୩%, ତାମିଲନାଡୁ ୩୯.୫୧%, ତ୍ରିପୁରା ୫୩.୦୪%, ଉତ୍ତରପ୍ରଦେଶ ୩୬.୯୬% ରହିଛି ଭୋଟ ହାର।

Show More

Related Articles

Leave a Reply

Your email address will not be published. Required fields are marked *

Back to top button