Breaking PLUSଓଡ଼ିଶାମୁଖ୍ୟ ଖବର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ କୃଷି ଅଧିକାରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ ରମେଶ ଚନ୍ଦ୍ର ଚନ୍ଦ୍ର ଦାସ। କଟକ ଭିଜିଲାନ୍ସ ଟିମ୍‌ କଟକ ଓ ଜଗତସିଂହପୁରରେ ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ ରମେଶ ଚନ୍ଦ୍ର ଚନ୍ଦ୍ର ଦାସ। କଟକ ଭିଜିଲାନ୍ସ ଟିମ୍‌ କଟକ ଓ ଜଗତସିଂହପୁରରେ ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି।

କଟକ ବିଡାନାସୀ ଜ୍ୟୋତିବିହାରସ୍ଥିତ ଦୁଇ ମହଲା ବାସଭବନ, ବିଡାନାସୀ ରୋଡ ନିକଟ ତିନି ମହଲା ଘର, ସିଡିଏସ୍ଥିତ ଦୁଇ ମହଲା ଘର, ଜଗତସିଂହପୁର ଏରସମା ବଜାର ନିକଟ ଦୁଇ ମହଲା ଘରେ ରେଡ୍ ହୋଇଛି‌।

ଏହାସହ କଟକ ଝୋଲାସାହି ୟୁ.ପି ସ୍କୁଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି। ଝୋଲାସାହି ୟୁ.ପି ସ୍କୁଲରେ ରମେଶଙ୍କ ପତ୍ନୀ ପ୍ରଧାନଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବାରୁ ସେଠାରେ ମଧ୍ୟ ଅତର୍କିତ ଚଢାଉ କରାଯାଇଥିବା ସୂଚନା ରହିଛି ।

Show More

Related Articles

Back to top button