Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଅନୁଗୁଳ ଗ୍ରାମ୍ୟ ରାସ୍ତା ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ ବସ୍ତିଆ

ଅନୁଗୋଳ ଗ୍ରାମ୍ୟ ରାସ୍ତା ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ ବସ୍ତିଆଙ୍କ ବୈଣ୍ଡା ସ୍ଥିତ ସରକାରୀ ବାସ ଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ଏକ ଟିମ ଆଜି ସକାଳୁ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସ ଭବନରେ ପହଂଚି ଏହି ଚଢ଼ାଉ ଜାରି ରଖିଛି

ଅନୁଗୋଳ ଗ୍ରାମ୍ୟ ରାସ୍ତା ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ ବସ୍ତିଆଙ୍କ ବୈଣ୍ଡା ସ୍ଥିତ ସରକାରୀ ବାସ ଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ଏକ ଟିମ ଆଜି ସକାଳୁ କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସ ଭବନରେ ପହଂଚି ଏହି ଚଢ଼ାଉ ଜାରି ରଖିଛି । ପ୍ରାଥମିକ ସ୍ତରରେ କିଛି ଟଙ୍କା କନିଷ୍ଠ ଯନ୍ତ୍ରୀ ଶ୍ରୀ ବସ୍ତିଆଙ୍କ ବାସ ଭବନରୁ ଭିଜିଲାନ୍ସ ଅଧିକାରୀ ମାନେ ଜବତ କରିଥିବା ଜଣା ପଡ଼ିଛି । ଚଢ଼ାଉ ଜାରି ରହିଥିବାରୁ ଆଉ କେଉଁ କେଉଁ ସ୍ଥାନରେ ଏହି ଚଢ଼ାଉ ହେଉଛି ଓ କେତେ ଅର୍ଥ ଜବତ କରାଯାଇଛି ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ ।

Show More

Related Articles

Back to top button