Breaking PLUSଦେଶମୁଖ୍ୟ ଖବରରାଜନୀତି

ଆସନ୍ତାକାଲି ରାୟପୁର ଗସ୍ତରେ ଯିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ରାୟପୁର, ୧୯ ଜାନୁଆରୀ – ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆସନ୍ତାକାଲି ଛତିଶଗଡ଼ର ରାଜଧାନୀ ରାୟପୁରରେ ପହଂଚିବେ । ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଉପରାଷ୍ଟ୍ରପତି ସକାଳ ୯ଟା ୩୦ ରେ ରାୟପୁରରେ ପହଂଚିବେ ।
ରାୟପୁରର ସ୍ଵାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସିଧା ରାଜଭବନ ଯିବେ । ପୂର୍ବାହ୍ନ ୧୦ଟା ୪୦ ରେ ଇନ୍ଦିରା ଗାନ୍ଧି କୃଷି ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଅପରାହ୍ନ ୪ଟା ୧୫ ରେ ବିଧାନସଭାର ପ୍ରବୋଧନ କାର୍ଯ୍ୟକ୍ରମରେ ସାମିଲ୍ ହେବେ । ସଂନ୍ଧ୍ୟା ୬ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ।

Show More

Related Articles

Back to top button