ଓଡ଼ିଶା

ଆଉନାହାଁନ୍ତି ଭେଟେରାନ ଅଭିନେତା ସୁନୀଲ ସିନ୍ଦେ

ଆଉନାହାଁନ୍ତି ଭେଟେରାନ ଅଭିନେତା ସୁନୀଲ ସିନ୍ଦେ । ସେ ମରାଠୀ ଥିଏଟରର ଜଣେ ଦମଦାର କଳାକାର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ବୟସ ହୋଇଥିଲାହେଳେ ମୁମ୍ବାଇ ଘରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିୟୋଗ ଯୋଗୁଁ ଭାରତୀୟ ସିନେମା ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ।

ଅଭିନେତା ସୁନୀଲ ସିନ୍ଦେ ଶାହରୁଖ ଖାନଙ୍କ ଟିଭି ସୋ ‘ସର୍କସ’, ‘ଗାନ୍ଧୀ’, ‘ସରଫରୋଶ’ ଏବଂ ‘ବାସ୍ତବ’ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି । ସୁନୀଲ ସିନ୍ଦେ ତାଙ୍କର ଦମଦାର ଚରିତ୍ର ପାଇଁ ଜଣାଶୁଣା । ସେ ‘କାଥୁଙ୍ଗ ‘, ‘ମଧୁଚନ୍ଦ୍ରଚି ରାତ ‘, ‘ଜାସ ବାପ ତଶେ ପୋର ‘, ‘ଇଶ୍ୱର ‘, ‘ନରସିଂହ ‘ ଭଳି ଅନେକ ମରାଠୀ ଚଳଚ୍ଚିତ୍ରରେ କାମ କରିଛନ୍ତି ।

 

 

 

Show More

Related Articles

Back to top button