Breaking PLUS

କାଲିଠୁ ପୁଣି ବନ୍ଦେ ଭାରତ ମିଶନ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବନ୍ଦେ ଭାରତ ମିଶନ। ଏହି ମିଶନ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ମିଶନରେ ୭୯୨ ଟି ବିମାନ ନିୟୋଜିତ ରହିବ। ୨୩ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯିବ।

Show More

Related Articles

Back to top button