Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ । ତେଜିଲା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି ।

୨- ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାରେ କେନାଲକୁ ଖସିପଡିଲା ବସ୍, ୯ ମୃତ ।

୩- ଆର୍ୟନଙ୍କୁ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା ।

୪- କରଣ ଜୋହରଙ୍କ ପାର୍ଟିରୁ ଏବେ କୋଭିଡ-୧୯ ବି ଟାଉନକୁ ବ୍ୟାପିବାରେ ଲାଗିଛି । ଏହି କ୍ରମରେ ସଲମାନ ଖାନଙ୍କ ପରିବାରର ୩ ଜଣ ସଦସ୍ୟ କୋଭିଡ ପଜିଟିଭ ଥିବା ରିପୋର୍ଟରୁ ଜଣାପଡିଛି ।

୬- ଦେଶର କିରାନା ଦୋକାନଗୁଡ଼ିକୁ ଡିଜିଟାଲ୍ ଷ୍ଟୋର୍‌ରେ ରୂପାନ୍ତରିତ କରିବା ଆବଶ୍ୟକ: ଇଶା ଓ ଆକାଶ ଅମ୍ବାନି ।

୭- ଆଖିବୁଜିଲେ ବୀର ଯୋଦ୍ଧା ବରୁଣ । ସିଡିଏସ୍ ବିପିନ ରାୱତଙ୍କ ସହ ଗଲା ବେଳେ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଆହତ ।

୮- ୟୁନେସ୍କୋ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା କଲିକତା ଦୁର୍ଗାପୂଜା: ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଲେ ପ୍ରଧାନମନ୍ତ୍ରୀ ।

୯- ଚିପ ମାନୁଫେକଚରିଙ୍ଗ ହବ ପାଲଟିବ ଭାରତ: ୭ ହଜାର ୬ ଶହ କୋଟି ଇନସେନଟିଭ ସ୍କିମ ପାଇଁ କେନ୍ଦ୍ରର ମଞ୍ଜୁରୀ ।

୧୦- ଏଣିକି ଓଡ଼ିଆରେ ଲେଖାଯାଇ ପାରିବ ଚାର୍ଜସିଟ୍ ।

୧୧- ଓଡ଼ିଶାକୁ ବିପଦ ଘନେଇଲା: ଆନ୍ଧ୍ର ପରେ ପଶ୍ଚିମବଙ୍ଗରେ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ।

୧୨- ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କ୍ୱାରେଂଟାଇନରେ ରହିବ ଟିମ ଇଣ୍ଡିଆ ।

୧୩- ଦେଶରେ ସେମିକଣ୍ଟକ୍ଟର ନିର୍ମାଣ ପାଇଁ ପ୍ରୋତ୍ସାହନକୁ କେନ୍ଦ୍ରର ମଞ୍ଜୁରୀ: ୬ ବର୍ଷରେ ଖର୍ଚ୍ଚ ହେବ ୭୬ ହଜାର କୋଟି ।

୧୪- ପୂର୍ବେ ହେଉଥିଲା ସ୍କାଣ୍ଡାଲର ଖୁଲାସା, ଏବେ ଆଉ ଦେଖିବାକୁ ମିଳୁନାହିଁ ବିସ୍ଫୋରକ ଖବର: ସାମ୍ବାଦିକଙ୍କୁ ଆଇନା ଦେଖାଇଲେ ସିଜେଆଇ ।

୧୫- ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ବୋର୍ଡକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିରାଟ କୋହଲି । ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜ ମନକଥା ସଭିଁଙ୍କ ସାମ୍ନାରେ ରଖିଛନ୍ତି କୋହଲି । ହେଲେ ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମନାନ୍ତର, ମତାନ୍ତର ନଥିବା ସ୍ପଷ୍ଟ କରିଛନ୍ତି କ୍ରିକେଟର ଏହି ଅଲରାଉଣ୍ଡର ।

୧୬- କୋଣାର୍କରେ ଇକୋ ରିଟ୍ରିଟ ୨୦୨୧ ଉଦଘାଟିତ : ରାମଚଣ୍ଡୀରେ ଉଦଘାଟିତ ହେଲା ଇକୋ ରିଟ୍ରିଟ ୨୦୨୧ ।

Show More

Related Articles

Back to top button