Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ରୁଷର ବୋମା ମାଡରେ ୟୁକ୍ରେନର ଲୁହାନସ୍କ ଅଞ୍ଚଳ ଜନଶୂନ୍ୟ

କୀଭ: ୟୁକ୍ରେନର ଲୁହାନସ୍କର ଏକ ସ୍କୁଲ ଉପରେ ରୁଷ ସେନା ବୋମା ମାଡ କରିଛନ୍ତି । ଏଥିରେ ୬୦ରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୁହାନସ୍କ ଅଞ୍ଚଳ ଜନଶୂନ୍ୟ ହେବା ସହ ଏକ ପ୍ରକାର ଶ୍ମଶାନରେ ପରିଣତ ହୋଇଯାଇଛି । ଯୁଦ୍ଧର ୭୩ ଦିନରେ ରୁଷ ଆକ୍ରମଣ ତୀବ୍ର କରି ଖାରକୀଭରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । କୀଭ ସୁରକ୍ଷିତ ଥିଲେ ମଧ୍ୟ ରୁଷ ଏହାର ଆଖପାଖ ଅଞ୍ଚଳକୁ ଟାର୍ଗେଟ କରି ଆଗକୁ ବଢ଼ିବାରେ ଲାଗିଛି । ଏଠାକାର ବାସିନ୍ଦାମାନେ ସହର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଯାଉଛନ୍ତି ।

Show More

Related Articles

Back to top button