Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦୁଝର ରେଞ୍ଜ୍‌ରେ ୨ବାଘ

କେନ୍ଦୁଝର- କେନ୍ଦୁଝର ରେଞ୍ଜରେ ଦୁଇଟି ବାଘ ଥିବା ସୂଚନା ମିଳିଛି । ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନାରେ କେନ୍ଦୁଝର ରେଞ୍ଜ୍‌ରେ ୨ ବାଘ ଥିବା ଜଣାପଡିଛି । ଗୋଟିଏ ମହାବଳ ଓ ଗୋଟିଏ କଲରାପତରିଆ ବାଘ ଥିବା ସୂଚନା ମିଳିଛି । ୨ଟି ବାଘ ଥିବା ଗଣନାରୁ ସ୍ପଷ୍ଟ ନେଇ ବନ ବିଭାଗ ସୂଚନା ଦେଇଛି ।

Show More

Related Articles

Back to top button